ଅର୍ଥ : ଶାରୀରିକ ଓ ମାନସିକ ରୂପରେ ସୁସ୍ଥ କରିବା
							ଉଦାହରଣ : 
							ବ୍ୟାୟାମ ଶରୀରକୁ ନୀରୋଗ କରେ
							
ସମକକ୍ଷ : ନୀରୋଗ କରିବା, ରୋଗଶୂନ୍ୟ କରିବା, ସୁସ୍ଥକରିବା, ସୁସ୍ଥସବଳ କରିବା, ସ୍ୱାସ୍ଥ୍ୟବାନ୍ କରିବା
ଅନ୍ୟ ଭାଷାରେ ଅନୁବାଦ :
* शारीरिक और मानसिक रूप से मज़बूत बनाना।
यह भ्रमण सबसे मज़बूत यात्री को भी अभयस्त कर देगा।