ଅର୍ଥ : ନିଜଦ୍ୱାରା ଯାହାର ଅର୍ଜନ କରାଯାଇଛି ବା ନିଜକୁ ଯାହା ମିଳିଛି
							ଉଦାହରଣ : 
							ଏହା ସ୍ୱୋପାର୍ଜିତ ଧନ
							
ସମକକ୍ଷ : ନିଜ ଅର୍ଜିତ, ନିଜକମେଇ, ସ୍ୱର୍ଜିତ
ଅନ୍ୟ ଭାଷାରେ ଅନୁବାଦ :
जिसका अर्जन खुद किया गया हो या जिसे स्वयं प्राप्त किया गया हो।
यह स्वार्जित धन है।