ଅର୍ଥ : ଶ୍ରମଦାନ କରୁଥିବା ସ୍ୱୟଂସେବକ
							ଉଦାହରଣ : 
							ଏହି ମନ୍ଦିରର ନିର୍ମାଣ ସ୍ୱୟଂସେବକମାନେ ହିଁ କରିଛନ୍ତି
							
ସମକକ୍ଷ : କରସେବକ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ନିଜ ଇଚ୍ଛାରେ ସେବା ମନୋବୃତ୍ତି ନେଇ କୌଣସି କାର୍ଯ୍ୟ କରିବା ବ୍ୟକ୍ତି
							ଉଦାହରଣ : 
							ଏହି ମହାଯଜ୍ଞରେ ଅନେକ ସ୍ୱୟଂସେବକ ଯୋଗ ଦେଇଥିଲେ
							
ଅନ୍ୟ ଭାଷାରେ ଅନୁବାଦ :
अपनी इच्छा से और केवल सेवा भाव से आप ही किसी काम में विशेषकर सैनिक ढंग से काम करने वाला व्यक्ति।
इस महा यज्ञ को सम्पन्न करने के लिए स्वयंसेवकों की ज़रूरत है।