ଅର୍ଥ : ଏକ ପ୍ରକାରର ସନ୍ୟାସୀ
							ଉଦାହରଣ : 
							ହଂସଙ୍କଠାରୁ ପରମହଂସ ଶ୍ରେଷ୍ଠ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗୋଟିଏ ବର୍ଣ୍ଣବୃତ୍ତ
							ଉଦାହରଣ : 
							ହଂସର ପ୍ରତ୍ୟେକ ଚରଣରେ ଗୋଟିଏ ଗୋଟିଏ ଭଗଣ ଏବଂ ଦୁଇଟି ଗୁରୁ ରହିଛି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବତକ ଭଳି ଏକ ଜଳ ପକ୍ଷୀ
							ଉଦାହରଣ : 
							ହଂସ ମା ସରସ୍ୱତୀଙ୍କର ବାହନ
							
ଅନ୍ୟ ଭାଷାରେ ଅନୁବାଦ :
Stately heavy-bodied aquatic bird with very long neck and usually white plumage as adult.
swan