ଅର୍ଥ : ଗାଡ଼ିର ସଫା-ସୁତୁରା ଓ ଚାଳକକୁ ସାହାଯ୍ୟ କରିବାପାଇଁ ଗାଡ଼ିରେଥିବା ଲୋକ
						 
						 
					
							ଉଦାହରଣ : 
							ଖଲାସୀ ସକାଳୁ ସକାଳୁ ଟ୍ରକ ଧୁଆଧୋଇ କରୁଛି
							
					
							ସମକକ୍ଷ : 
							କ୍ଲିନର, ଖଲାସୀ, ହେଲପର
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
						
					
					
							
								
								
									
										
												वाहन की साफ-सफाई और चालक की मदद के लिए वाहन पर रहनेवाला व्यक्ति।
												खलासी सुबह-सुबह ट्रक की साफ-सफाई कर रहा है।
														
													खलासी