ଅର୍ଥ : ହାତୀ ପିଠି ଉପରେ ପଡ଼ିଥିବା ଚାନ୍ଦୁଆଯୁକ୍ତ ହାଉଦା
							ଉଦାହରଣ : 
							ହାତୀକୁ ସଜ କରାଯାଇଥିଲା ଏବଂ ରାଜା ହାତୀ ପିଠି ଉପରେ ପଡ଼ିଥିବା  ହାଉଦା ଉପରେ ବସିଥିଲେ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ହାତୀ ପିଠି ଉପରେ ବନ୍ଧା ଯାଉଥିବା କାଠଫ୍ରେମ୍ ଯାହା ଉପରେ ଲୋକେ ବସନ୍ତି
							ଉଦାହରଣ : 
							ହାତିଆଳ ହାତୀପିଠିରୁ ହାଉଦା ଓହ୍ଲାଇଲାପରେ ତାକୁ ହାତୀଶାଳାରେ ବାନ୍ଧିଦେଲା
							
ଅନ୍ୟ ଭାଷାରେ ଅନୁବାଦ :