ଅର୍ଥ : ପରାଜିତ ହେବା ଅବସ୍ଥା ବା ଭାବ
							ଉଦାହରଣ : 
							ଏହି ନିର୍ବାଚନରେ ତାର ହାର ନିଶ୍ଚିତ  ନିର୍ବାଚନରେ ତାର ପରାଜୟ ହେଲା
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଜପମାଳା ବା ଫୁଲଆଦିରେ ସୂତା ପୂରାଇ ତିଆରି କରାଯାଉଥିବା ବସ୍ତୁ ଯାହା ଗଳାରେ ପିନ୍ଧାଯାଏ
							ଉଦାହରଣ : 
							ତାହାର ଗଳାରେ ଏକ ମୋତିମାଳା ଶୋଭାପାଉଛି
							
ଅନ୍ୟ ଭାଷାରେ ଅନୁବାଦ :
Jewelry consisting of a cord or chain (often bearing gems) worn about the neck as an ornament (especially by women).
necklace