ଅର୍ଥ : ସ୍ତ୍ରୀମାନେ ରହୁଥିବା ଘରର ସେହି ଭିତର ଭାଗ
							ଉଦାହରଣ : 
							ଚାକରାଣୀ ଅନ୍ତଃପୁର ସଫାକରୁଛି
							
ସମକକ୍ଷ : ଅନ୍ତଃପୁର, ଅନ୍ଦର ମହଲ, ଅବରୋଧ, ଭିତର ଆଡ଼, ଭିତର ସାଲା, ଭିତରପୁର, ଭିତିରି ଖଞ୍ଜା, ଭିତିରି ମହଲ
ଅନ୍ୟ ଭାଷାରେ ଅନୁବାଦ :
घर का वह भीतरी भाग जिसमें स्त्रियाँ रहती हैं।
नौकरानी जनानखाने की सफाई कर रही है।