ଅର୍ଥ : ମନରେ ଉତ୍ପନ୍ନ ହେଉଥିବା ଏକ ସୁଖଦାୟକ ମନୋବେଗ ଯାହା କୌଣସି ପ୍ରିୟ ବା ଅଭିଷ୍ଟ କାମ କରିବା ନିମନ୍ତେ ହୋଇଥାଏ
							ଉଦାହରଣ : 
							କନ୍ୟା ମନରେ ପ୍ରିୟତମ ସହ ମିଳନ ନିମନ୍ତେ ଉତ୍ସାହର ଢ଼େଉ ଖେଳିଯାଏ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏକ ରାଗ
							ଉଦାହରଣ : 
							ଗାୟକ ହିଡୋଲ ରାଗ ଗାଇବାରେ ମସ୍ତ ଅଛନ୍ତି
							
ସମକକ୍ଷ : ହିଡୋଲ, ହିଡୋଲ ରାଗ, ହିଲ୍ଲୋଳ ରାଗ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗୋଟିଏ ରତିବନ୍ଧ
							ଉଦାହରଣ : 
							କାମଶାସ୍ତ୍ରରେ ହିଲ୍ଲୋଳର ବର୍ଣ୍ଣନା ମିଳେ
							
ଅନ୍ୟ ଭାଷାରେ ଅନୁବାଦ :