ଅର୍ଥ : ବହୁତ ଲୋକ ଏକା ସାଥିରେ ଆଡ଼େ ସାଡ଼େ ଯିବା ବା ଦଉଡ଼ିବାର କ୍ରିୟା
							ଉଦାହରଣ : 
							ବୋମା ଥିବାର ଉଡାଖବର ଶୁଣିବାପରେ ବଜାରରେ ଚହଳ ପଡିଗଲା
							
ଅନ୍ୟ ଭାଷାରେ ଅନୁବାଦ :
A headlong rush of people on a common impulse.
When he shouted `fire' there was a stampede to the exits.ଅର୍ଥ : ବହୁତ ଲୋକେ ଏକାସାଥିରେ ପାଟିକରିବା କ୍ରିୟା ଯେଉଁଥିରେ ଶରୀର ମଧ୍ୟ ହଲିଯାଏ
							ଉଦାହରଣ : 
							ପିଲାମାନେ ଛାତ ଉପରେ ହୋହଲ୍ଲା କରୁଛନ୍ତି
							
ଅନ୍ୟ ଭାଷାରେ ଅନୁବାଦ :