ଅର୍ଥ : ବଜାରରେ ବିକ୍ରି କମ ହେବା କ୍ରିୟା ବା ଅବସ୍ଥା
							ଉଦାହରଣ : 
							ସେୟାର ବଜାରରେ ହଠାତ ଦେଖାଯାଇଥିବା ହ୍ରାସବୃଦ୍ଧି ତାଙ୍କର ବହୁତ କ୍ଷତି କଲା
							
ସମକକ୍ଷ : କ୍ଷୟବୃଦ୍ଧି
ଅନ୍ୟ ଭାଷାରେ ଅନୁବାଦ :
A long-term economic state characterized by unemployment and low prices and low levels of trade and investment.
depression, economic crisis, slumpଅର୍ଥ : କମ୍ ବେଶି ହେବାର ଅବସ୍ଥା ବା ଭାବ
							ଉଦାହରଣ : 
							ବଜାରରେ ଆଜିକାଲି ସର୍ବଦା ଉତ୍ଥାନପତନ ଦେଖାଯାଉଛି
							
ସମକକ୍ଷ : ଉତ୍ଥାନପତନ, କମ୍ ବେଶି
ଅନ୍ୟ ଭାଷାରେ ଅନୁବାଦ :
कम ज्यादा होने की अवस्था या भाव।
बाज़ारों में आजकल काफ़ी उतार-चढ़ाव देखा जाता है।