ଅର୍ଥ : ବିଶେଷକରି ମହିଳାମାନେ ବ୍ୟବହୃତ କରୁଥିବା ହାତଥିବା ବ୍ୟାଗ ଯେଉଁଥିରେ ଟଙ୍କା-ପଇସା ଆଦି ବସ୍ତୁ ରଖିହୁଏ
							ଉଦାହରଣ : 
							ଶୀଲା ନିଜ ବ୍ୟାଗରେ ଦର୍ପଣ,ପାନିଆ ଆଦି ମଧ୍ୟ ରଖେ
							
ଅନ୍ୟ ଭାଷାରେ ଅନୁବାଦ :
A container used for carrying money and small personal items or accessories (especially by women).
She reached into her bag and found a comb.