అర్థం : ଯାହାକୁ ଅନ୍ୟଠାରୁ ପ୍ରେରଣା ମିଳେ
							ఉదాహరణ : 
							ଗୁରୁଜୀ ରାମକୁ ପାଠ ପଢ଼ିବାପାଇଁ ଅନୁପ୍ରେରିତ କଲେ  ତାଙ୍କ ଆଦର୍ଶରେ ଅନୁପ୍ରାଣିତ ସମାଜ ଆଜି ଉନ୍ନତିର ଶିଖରରେ ପହଞ୍ଚିଛି
							
పర్యాయపదాలు : ଅନୁପ୍ରାଣିତ, ପ୍ରବର୍ତିତ
ఇతర భాషల్లోకి అనువాదం :
जिसे दूसरे से प्रेरणा मिली हो।
गुरुजी ने राम को पढ़ने के लिए प्रेरित किया।