అర్థం : ଅଳ୍ପ ଉର୍ବର ଜମି
							ఉదాహరణ : 
							ମୋ ଭାଗରେ ଅନୁର୍ବର ଜମି ଅଧିକ ପଡିଛି
							
పర్యాయపదాలు : ଅନୁର୍ବର ଭୂମି
ఇతర భాషల్లోకి అనువాదం :
అర్థం : ଯେଉଁ ଜମିର ଉର୍ବରଶକ୍ତି କମିଯାଇଛି
							ఉదాహరణ : 
							କୃଷକ ଅନୁର୍ବର ଜମିରେ ଗୋବର ଖତ ପକାଉଛି
							
పర్యాయపదాలు : ନୀରସା ଜମି
ఇతర భాషల్లోకి అనువాదం :
అర్థం : ଯେଉଁ ଅନୁର୍ବର ଜମି ତିନି ବର୍ଷ ହେଲା ଚାଷ ହୋଇନାହିଁ
							ఉదాహరణ : 
							କୃଷକ ଟାଙ୍ଗର ଜମିକୁ ଉର୍ବର କରିବାପାଇଁ ତା ଉପରେ ଗୋବର ଖତ ପକାଉଛି
							
పర్యాయపదాలు : ଟାଙ୍ଗର ଜମି
ఇతర భాషల్లోకి అనువాదం :
అర్థం : ଯେଉଁ ଭୂମିରେ ଜୀବାଶ୍ମ ଅଧିକ ଏବଂ ଚାଷପାଇଁ ଯୋଗ୍ୟ ନୁହେଁ
							ఉదాహరణ : 
							ବହୁତ ଦିନ ପର୍ଯ୍ୟନ୍ତ ଚାଷ ନ କରିବାରୁ ଏହି ଜମି ଅନୁର୍ବର ହୋଇଯାଇଛି
							
పర్యాయపదాలు : ଉସର ଜମି, ନିକୃଷ୍ଟ ଜମି, ନିଷ୍ଫଳା ଜମି, ପତିତ ଜମି
ఇతర భాషల్లోకి అనువాదం :