అర్థం : ସାଧନାରେ ଯମର ଏକ ଭେଦ
							ఉదాహరణ : 
							ଅପରିଗ୍ରହ ବିନା  ସାଧନା ଫଳବତୀ ହୋଇପାରେ ନାହିଁ
							
ఇతర భాషల్లోకి అనువాదం :
అర్థం : ଦାନ ନ ନେବାର ପ୍ରକ୍ରିୟା
							ఉదాహరణ : 
							ଅପରିଗ୍ରହ ମନୁଷ୍ୟକୁ ସ୍ୱାବଲମ୍ବୀ କରାଏ
							
ఇతర భాషల్లోకి అనువాదం :
అర్థం : କୌଣସି ବସ୍ତୁକୁ ଗ୍ରହଣ ନ କରିବା ବା ଦାନ ନ ନେବାର ପ୍ରକ୍ରିୟା
							ఉదాహరణ : 
							ଅପ୍ରତିଗ୍ରହଣ ତା ଜୀବନ ଶୈଳୀର ଏକ ଅଙ୍ଗ ଥିଲା
							
పర్యాయపదాలు : ଅପ୍ରତିଗ୍ରହଣ
ఇతర భాషల్లోకి అనువాదం :
किसी वस्तु को ग्रहण न करने या दान न लेने की क्रिया।
अप्रतिग्रहण उसके जीवन-शैली का एक अंग था।అర్థం : ଶରୀରର ଆବଶ୍ୟକତାଠାରୁ ଅଧିକ ଧନର ପରିତ୍ୟାଗ
							ఉదాహరణ : 
							ସେ ଅପରିଗ୍ରହ ପରେ ଆଶ୍ରମରେ ରହିବାକୁ ଲାଗିଲେ
							
ఇతర భాషల్లోకి అనువాదం :
అర్థం : ଜୈନ ଶାସ୍ତ୍ର ଅନୁସାରେ ମୋହ ପରିତ୍ୟାଗ
							ఉదాహరణ : 
							ଅପରିଗ୍ରହ ବିନା ସାଂସାରିକ ଦୁଃଖ ଗୁଡ଼ିକର ଶେଷ ହୁଏ ନାହିଁ
							
ఇతర భాషల్లోకి అనువాదం :