అర్థం : ମନୋରଞ୍ଜନ ହେବା
							ఉదాహరణ : 
							ନାଟକ,ନୃତ୍ୟ,ସଙ୍ଗୀତ ଆଦିରେ ମନ ଆନନ୍ଦିତ ହୁଏ
							
పర్యాయపదాలు : ଆମୋଦିତ ହେବା, ଖୁସି ହେବା, ମୋହିତ ହେବା
ఇతర భాషల్లోకి అనువాదం :
అర్థం : କାହାରି କାର୍ଯ୍ୟକଳାପ,ବ୍ୟବହାର ଆଦିରେ ଆନନ୍ଦିତ ହେବା
							ఉదాహరణ : 
							ସୀମା ତା ବିବାହିତ ଜୀବନରେ ବହୁତ ଖୁସି
							
పర్యాయపదాలు : ଖୁସି ହେବା, ପ୍ରଫୁଲ୍ଲ ହେବା, ପ୍ରସନ୍ନ ହେବା, ସନ୍ତୁଷ୍ଟ ହେବା
ఇతర భాషల్లోకి అనువాదం :
किसी के क्रिया-कलापों, व्यवहार आदि से आनंदित होना।
सीमा अपने विवाहित जीवन से बहुत प्रसन्न है।