అర్థం : ଯିଏ କିଛି ଅପରାଧ କରିଛି
							ఉదాహరణ : 
							ଦୁଇଜଣ ଅପରାଧୀ ପୁଲିସର ଲଢ଼େଇରେ ମରିଗଲେ
							
ఇతర భాషల్లోకి అనువాదం :
वह जिसने कोई अपराध किया हो।
दो अपराधी पुलिस मुठभेड़ में मारे गए।అర్థం : ଯାହା ଆସାମ ସମ୍ବନ୍ଧୀୟ ବା ଆସାମର
							ఉదాహరణ : 
							ମୋର ଜେଜେ ବହୁତ ବର୍ଷ ଆସାମରେ କଟାଇଛନ୍ତି ତେଣୁ ତାଙ୍କର ଅସମିଆ ସଂସ୍କୃତିରେ ଭଲ ଜ୍ଞାନ ରହିଛି
							
పర్యాయపదాలు : ଅସମିଆ
ఇతర భాషల్లోకి అనువాదం :
అర్థం : ଆସାମୀ ଭାଷା ସଂବନ୍ଧିତ ବା ଆସାମୀ ଭାଷାର
							ఉదాహరణ : 
							ତାର ଆସାମୀ ସାହିତ୍ୟରେ କୌଣସି ଜ୍ଞାନ ନାହିଁ
							
అర్థం : ଆସାମରେ ରହିବା ବ୍ୟକ୍ତି
							ఉదాహరణ : 
							ବ୍ରହ୍ମପୁତ୍ର ନଦୀକୂଳରେ ଥିବା ଆସାମୀ ଲୋକେ ନଦୀବଢ଼ିରେ ପୀଡ଼ିତ ହୁଅନ୍ତି