అర్థం : ଯେ ନମନୀୟ ନୁହେଁ ବା ଯାହାକୁ ନୁଆଇଁ ହେବ ନାହିଁ
							ఉదాహరణ : 
							ଏହି ଲୁହାଛଡ଼ ଅନମନୀୟ  ଆଲେକ୍ଜାଣ୍ଡାରଙ୍କ ସାମ୍ନାରେ ପୁରୁ ଅନମନୀୟ ଥିଲେ
							
ఇతర భాషల్లోకి అనువాదం :
అర్థం : ଯାହା ଚିକଣିଆ ନାହିଁ
							ఉదాహరణ : 
							ଭଜା କମ ହେବା କାରଣରୁ ତରକାରି କଡ଼ା ହୋଇଗଲା
							
ఇతర భాషల్లోకి అనువాదం :
అర్థం : ଯାହାର ପ୍ରକୃତି କୋମଳ ନୁହେଁ
							ఉదాహరణ : 
							ଆମ ବାପା ବହୁତ କଡ଼ା ପ୍ରକୃତିର
							
ఇతర భాషల్లోకి అనువాదం :
అర్థం : ଯାହାର ବ୍ୟବହାର କଠୋର ହୋଇଥାଏ ବା ଯେ କଠୋର ବ୍ୟବହାର କରେ
							ఉదాహరణ : 
							ଆମ ପ୍ରଧାନଶିକ୍ଷକ ବଡ଼ କଠୋର, ସେ ସବୁପିଲାଙ୍କ ସହିତ ବହୁତ କଠୋର ଭାବରେ ମିଶିଥାନ୍ତି
							
ఇతర భాషల్లోకి అనువాదం :
जिसका व्यवहार कठोर हो या जो कठोर व्यवहार करता हो।
हमारे प्रधानाचार्यजी सख्त हैं,वे सभी बच्चों के साथ बहुत ही सख़्ती से पेश आते हैं।అర్థం : ଯେଉଁଥିରେ ଦୟାନାହିଁ
							ఉదాహరణ : 
							କଂସ ଜଣେ କ୍ରୁରବ୍ୟକ୍ତି ଥିଲା, ସେ ବସୁଦେବ ଓ ଦେବକୀକୁ ବନ୍ଦୀଶାଳାରେ ରଖିଥିଲା
							
పర్యాయపదాలు : କରୁଣାହୀନ, କ୍ରୁର, ଦୟାହୀନ, ନିର୍ଦ୍ଦୟ, ନିଷ୍ଠୁର, ନୃଶଂସ
ఇతర భాషల్లోకి అనువాదం :
जिसमें दया न हो।
कंस एक क्रूर व्यक्ति था, उसने वसुदेव और देवकी को कैदख़ाने में डाल दिया था।Without mercy or pity.
An act of ruthless ferocity.