అర్థం : କଳା ହେବାର ଅବସ୍ଥା
							ఉదాహరణ : 
							ଆଜିକାଲି ଚେହେରାର କାଳିମା ଦୂର କରିବା ନାଁରେ ବଜାରରେ ବିଭିନ୍ନ ପ୍ରକାରର କ୍ରୀମ୍ ମିଳୁଛି
							
పర్యాయపదాలు : କଳାପଣ
ఇతర భాషల్లోకి అనువాదం :
అర్థం : କାହା ଉପରେ ଲଗାଯାଇଥିବା ଦୋଷ
							ఉదాహరణ : 
							ନଜାଣି ନଶୁଣି କାହା ଚରିତ୍ରରେ କଳଙ୍କ ଲଗାଇବା ଠିକ୍ ନୁହେଁ
							
పర్యాయపదాలు : ଅପବାଦ, ଅପଯଶ, କଳଙ୍କ, ଦୋଷ, ଲାଞ୍ଛନ
ఇతర భాషల్లోకి అనువాదం :
A false accusation of an offense or a malicious misrepresentation of someone's words or actions.
calumniation, calumny, defamation, hatchet job, obloquy, traducementఅర్థం : ଧୂଆଁ ଜମିଯିବା କାରଣରୁ କଳା ପଡ଼ିଯାଇଥିବା ଅଂଶ
							ఉదాహరణ : 
							କାନ୍ଥ ଉପରେ ଲାଗିଥିବା କଳାକୁ ସଫା କରିଦିଅ
							
ఇతర భాషల్లోకి అనువాదం :
A black colloidal substance consisting wholly or principally of amorphous carbon and used to make pigments and ink.
carbon black, crock, lampblack, smut, soot