అర్థం : ପାଟି ସଫା କରିବା ନିମନ୍ତେ ସେଥିରେ ପାଣି ନେଇ ଏପଟ ସେପଟ କରି ଫୋଫାଡ଼ିବା କ୍ରିୟା
							ఉదాహరణ : 
							ଖାଇବା ପରେ ଆମେ ଭଲ ଭାବରେ କୁଳି କରିବା ଆବଶ୍ୟକ
							
పర్యాయపదాలు : କୁଳା, କୁଳୁକୁଞ୍ଚା
ఇతర భాషల్లోకి అనువాదం :
అర్థం : ମୁହଁ ସଫା କରିବା ପାଇଁ ମୁହଁରେ ଭର୍ତ୍ତି କରି ହଲା ଯାଉଥିବା ପାଣି
							ఉదాహరణ : 
							କୁଳୁକୁଞ୍ଚା ଢୋକିବା ଉଚିତ ନୁହେଁ
							
పర్యాయపదాలు : କୁଳୁକୁଞ୍ଚା
ఇతర భాషల్లోకి అనువాదం :