అర్థం : ନୀତି ପଥରୁ ଭ୍ରଷ୍ଟ କରିବା
							ఉదాహరణ : 
							ସେ ମୋ ଛୁଆକୁ ଖରାପ କରିଦେଲା
							
పర్యాయపదాలు : ବିଗାଡ଼ିବା
ఇతర భాషల్లోకి అనువాదం :
नीति पथ से भ्रष्ट करना।
उसने मेरे बच्चे को बिगाड़ दिया।అర్థం : କୌଣସି ବସ୍ତୁକୁ ତିଆରି କରିବା ସମୟରେ ଏଭଳି ଦୋଷ ଉତ୍ପନ୍ନ କରିବା ଯେପରିକି ତାହା ଠିକ ହେବନାହିଁ
							ఉదాహరణ : 
							ଦର୍ଜୀ ମୋର ଡ୍ରେସ ଖରାପ କରିଦେଲା
							
పర్యాయపదాలు : ବିଗାଡ଼ିବା
ఇతర భాషల్లోకి అనువాదం :
किसी वस्तु को बनाते समय ऐसा दोष उत्पन्न करना कि वह ठीक न बने।
दर्जी ने मेरा ड्रेस बिगाड़ दिया।అర్థం : ଖରାପ ଅବସ୍ଥାକୁ ଆଣିବା
							ఉదాహరణ : 
							ରଞ୍ଜନ ମୋ ଘଣ୍ଟାକୁ ଖରାପ କରିଦେଲା
							
పర్యాయపదాలు : ବିଗାଡ଼ିବା
ఇతర భాషల్లోకి అనువాదం :
అర్థం : କୌଣସି ପଦାର୍ଥର ସ୍ୱାଭାବିକ ଗୁଣ ଅଥବା ସ୍ୱଭାବରେ ବିକାର ଉତ୍ପନ୍ନ କରିବା
							ఉదాహరణ : 
							କ୍ରୋଧିଁ ତାର ଚେହେରାକୁ ହିଁ ଖରାପ  କରିଦେଲା
							
పర్యాయపదాలు : ବିଗାଡ଼ିବା
ఇతర భాషల్లోకి అనువాదం :
किसी पदार्थ के स्वाभाविक गुण अथवा स्वभाव में विकार उत्पन्न करना।
जलन वश उसने उसका चेहरा ही बिगाड़ दिया।అర్థం : ଖରାପ ଅଭ୍ୟାସ ଲଗାଇବା
							ఉదాహరణ : 
							ସଙ୍ଗତି ପ୍ରାୟଶଃ ବହୁତଙ୍କୁ ଖରାପ କରେ
							
పర్యాయపదాలు : ବିଗାଡ଼ିବା
ఇతర భాషల్లోకి అనువాదం :