అర్థం : ଗୋଲାକାର କଣ୍ଟାଯୁକ୍ତ ଧାତୁଖଣ୍ଡ
							ఉదాహరణ : 
							ସାଧାରଣତଃ ହାତୀମାନଙ୍କୁ ଧରିବାପାଇଁ ସେମାନଙ୍କ ରାସ୍ତାରେ ଗୋଖରୁ ବିଛାଯାଏ
							
ఇతర భాషల్లోకి అనువాదం :
धातु के गोल कँटीले टुकड़े।
गोखरू प्रायः हाथियों को पकड़ने के लिए उनके रास्ते में बिछाये जाते हैँ।అర్థం : ଝାଲର ତଥା ସୁନେଲି ତାରକୁ ଗୁନ୍ଥି ତିଆରି କରାଯାଉଥିବା ଏକ ପୋଷାକ
							ఉదాహరణ : 
							ସ୍ତ୍ରୀଲୋକମାନେ ପୋଷାକରେ ଗୋଖରୁ ଲଗାନ୍ତି
							
ఇతర భాషల్లోకి అనువాదం :
गोटे तथा बादले के तारों से गूँथ कर बनाया हुआ एक साज।
गोखरू को स्त्रियाँ कपड़ों में टाँका करती हैँ।అర్థం : ଘର୍ଷଣ ହେବାରୁ ଶରୀରରେ (ବିଶେଷ କରି ଗୋଡରେ) ହୋଇଥିବା ସ୍ପଷ୍ଟ ଗାଢ଼ୁଆ ଚିହ୍ନ
							ఉదాహరణ : 
							ଗୋଖରୁ କାରଣରୁ ତାକୁ ଚାଲିବାପାଇଁ କଷ୍ଟ ହେଉଛି
							
ఇతర భాషల్లోకి అనువాదం :
అర్థం : ଯେଉଁ କର୍ଣ୍ଣ ଆଭୂଷଣ ଗୋଖରୁ ମଞ୍ଜି ଭଳି ହୋଇଥାଏ
							ఉదాహరణ : 
							ମୋ ବୁଢ଼ୀମା ପାଖରେ ଗୋଖରୁ ଥିଲା
							
ఇతర భాషల్లోకి అనువాదం :
Jewelry to ornament the ear. Usually clipped to the earlobe or fastened through a hole in the lobe.
earringఅర్థం : ଯେଉଁ ପାଉଁଜିରେ ଗୋଖରୁ ମଞ୍ଜି ଭଳି କାରୁକାର୍ଯ୍ୟ ହୋଇଥାଏ
							ఉదాహరణ : 
							ତା ଗୋଖରୁ କେଉଁଠି ହଜିଯାଇଛି
							
ఇతర భాషల్లోకి అనువాదం :
అర్థం : ଏକ କଣ୍ଟାଳିଆ ମଞ୍ଜି
							ఉదాహరణ : 
							ଗୋଡ଼ରେ ଗୋଖରୁ ଗଳିଗଲା
							
ఇతర భాషల్లోకి అనువాదం :
అర్థం : ଏକପ୍ରକାର ଗଛ
							ఉదాహరణ : 
							ଗୋଖରୁ ମଞ୍ଜି କଣ୍ଟାଳିଆ
							
ఇతర భాషల్లోకి అనువాదం :