అర్థం : ପାଦ ଆଙ୍ଗୁଠିରେ ପିନ୍ଧା ଯାଉଥିବା ଧାତୁବଳୟ
							ఉదాహరణ : 
							ସେ ଡାହାଣ ଗୋଡ଼ ଆଙ୍ଗୁଠିରେ ଝୁଣ୍ଟିଆ ପିନ୍ଧିଛି
							
ఇతర భాషల్లోకి అనువాదం :
అర్థం : ପାଦ ଆଙ୍ଗୁଳିରେ ପିନ୍ଧା ଯାଉଥିବା ମୁଦି
							ఉదాహరణ : 
							ସେ ନିଜ ପାଦ ଆଙ୍ଗୁଠିରେ ରୁପାର ଗୋଡ଼ମୁଦି ପିନ୍ଧିଛି
							
పర్యాయపదాలు : ଗୋଡ଼ମୁଦି
ఇతర భాషల్లోకి అనువాదం :
అర్థం : ହାତ ବା ପାଦର ଆଙ୍ଗୁଳି ପବରେ ପିନ୍ଧିବା ନିମନ୍ତେ ବିଶେଷତଃ ରୂପାରେ ତିଆରି ହୋଇଥିବା ମୁଦି ଆକାରର ଏକ ଗହଣା
							ఉదాహరణ : 
							ସୀତାର ପାଦ ଆଙ୍ଗୁଳିରେ ଝୁଣ୍ଟିଆ ସୁନ୍ଦର ଦିଶୁଛି
							
ఇతర భాషల్లోకి అనువాదం :