అర్థం : ଘାଘରା, ପାଇଜାମା ଆଦି ବାନ୍ଧିବାପାଇଁ ସୁତାର ସାଧାରଣ ଡୋର
							ఉదాహరణ : 
							ଡୋରରେ ଗଣ୍ଠି ପଡ଼ିଯିବାରୁ ତାକୁ କାଟିବାକୁ ପଡ଼ିଲା
							
పర్యాయపదాలు : ଅଣ୍ଟାସୁତା, କମରସୁତା, ଡୋରି
ఇతర భాషల్లోకి అనువాదం :
A tie consisting of a cord that goes through a seam around an opening.
He pulled the drawstring and closed the bag.అర్థం : ଡୋର ଭଳି ବଳି ହୋଇଥିବା ଯେଉଁ କନାକୁ ପିନ୍ଧିବା କାନି ବାନ୍ଧିବାପାଇଁ ଲଗାଯାଏ
							ఉదాహరణ : 
							ମାଆ ଝିଅର ପୋଷାକର ଡୋର ବାନ୍ଧୁଛନ୍ତି
							
పర్యాయపదాలు : ଡୋରି
ఇతర భాషల్లోకి అనువాదం :
అర్థం : ସୂତା, ରେଶମ, ଉଲ୍ଆଦିକୁ ବଳି ତିଆରି ହୋଇଥିବା ମୋଟା ସୂତା ବା ଡ଼ୋରୀ
							ఉదాహరణ : 
							ରେଶମ ଡୋରୀରେ ସେ ଉପହାରକୁ ବାନ୍ଧିଲା
							
పర్యాయపదాలు : ଡୋରୀ
ఇతర భాషల్లోకి అనువాదం :