సభ్యుడిగా అవ్వండి
పేజీ చిరునామా క్లిప్బోర్డ్కి కాపీ చేయబడింది.
అర్థం : ଜଳସେଚନ କରିବାର ଉପକରଣରେ ଥିବା ଢେଁକୁଲି ନାମକ ଯେଉଁ ପାତ୍ର ଦ୍ୱାରା କୂଅରୁ ପାଣି କଢ଼ାଯାଏ
ఉదాహరణ : ଢେଁକୁଲି ଦଉଡ଼ିରୁ ଛିଣ୍ଡିଯାଇ କୂଅରେ ପଡ଼ିଗଲା
పర్యాయపదాలు : ଢେଁକୁଲି, ଢେଂକଲି, ଢେକୁଲି, ଢେଙ୍କୁଲି, ପାଣି ସିଞ୍ଚିବା ଯନ୍ତ୍ର
ఇతర భాషల్లోకి అనువాదం :हिन्दी
ढेंकुली नामक सिंचाई के साधन में का वह पात्र जिससे कुएँ आदि से पानी निकाला जाता है।
అర్థం : ଜଳସେଚନ ପାଇଁ କୂଅ ଆଦି ଉପରେ ତିଆରି ହୋଇଥିବା ଏକ ଉପକରଣ ଯେଉଁଥିରେ ଦଉଡ଼ି ଲାଗିଥିବା ଏକ ପାତ୍ର ବାଉଁଶରେ ବନ୍ଧା ଯାଇଥାଏ ଏବଂ ଯାହାକୁ ବୁଡ଼ାଇ ପାଣି କଢ଼ାଯାଏ
ఉదాహరణ : କୃଷକ ଢେଙ୍କୁଲି ଚଳାଉଛି
పర్యాయపదాలు : ଢେଂକଲି, ଢେଂକୁଲି, ଢେଙ୍କୁଲି
सिंचाई के लिए कुएँ आदि पर बनाया गया वह साधन जिसमें रस्सी लगा एक पात्र बाँस में बंधा रहता है और जिसको डुबका कर पानी निकालते हैं।
ఆప్ స్థాపించండి