అర్థం : ମୁହଁ ଭିତରର ଉପରଅଙ୍ଗ ବା ଭାଗ ଯାହା ତଳେ ଜିଭ ରହେ
							ఉదాహరణ : 
							ରାମର ତାଳୁ ଫୁଲି ଯାଇଛି
							
పర్యాయపదాలు : ତାଳୁକା
ఇతర భాషల్లోకి అనువాదం :
The upper surface of the mouth that separates the oral and nasal cavities.
palate, roof of the mouthఅర్థం : ନବଜାତ ଶିଶୁର ମୁଣ୍ଡର ଉପରିଭାଗରେ ଥିବା କୋମଳ ଅଂଶ
							ఉదాహరణ : 
							ମା ନବଜାତ ଶିଶୁର ତାଳୁରେ ବାରମ୍ବାର ତେଲ ଲଗାଉଛନ୍ତି
							
ఇతర భాషల్లోకి అనువాదం :
नवजात बच्चे के सिर का अग्र ऊपरी भाग जो थोड़ा कोमल होता है।
माँ शिशु के तालू पर बार-बार तेल थोप रही है।Any membranous gap between the bones of the cranium in an infant or fetus.
fontanel, fontanelle, soft spot