అర్థం : ବୁଣା କାମରେ ଆସୁଥିବା ତନ୍ତୀର ଏକ ଉପକରଣ
							ఉదాహరణ : 
							ନଟେଇରେ ଲୁଗାର ଲମ୍ବା ପାଖ ସୂତାର ଶେଷଭାଗ ଟଣା ଯାଇଥାଏ
							
ఇతర భాషల్లోకి అనువాదం :
అర్థం : ଯେଉଁ ଉପକରଣ ଉପରେ ଗୁଡ଼ି ଉଡ଼ାଇବା ସୂତା ଗୁଡ଼ାଯାଏ
							ఉదాహరణ : 
							ସେ ଗୁଡ଼ିର ସୂତାକୁ ଗୁଡ଼ାଇବାପାଇଁ ଗୋଟିଏ ନଟେଇ କିଣିଲା
							
అర్థం : ବଡକାଠିରେ ତିଆରି ହୋଇଥିବା ଏକ ଉପକରଣ ଯେଉଁଥିରେ ତନ୍ତ ସୂତା ଗୁଡ଼ା ହୋଇଥାଏ
							ఉదాహరణ : 
							ତନ୍ତୀ  ନଟେଇରେ ସୂତା ଗୁଡ଼ାଉଛି
							
ఇతర భాషల్లోకి అనువాదం :