అర్థం : ଯେଉଁ ନଳାରେ ମଇଳା ପାଣି ବହେ
							ఉదాహరణ : 
							ଘରଗୁଡ଼ିକର ନଳାପାଣି ଗଳିରେ ଜମା ହେଲେ ବିଭିନ୍ନ ପ୍ରକାରର ରୋଗ ଉତ୍ପନ୍ନ ହୋଇଥାଏ
							
పర్యాయపదాలు : ନାଳ
ఇతర భాషల్లోకి అనువాదం :
అర్థం : ଜଳ ବୋହିଯିବାର ସରୁ ମାର୍ଗ ବା ଛୋଟ ନାଳ
							ఉదాహరణ : 
							ମଇଳା ଭର୍ତ୍ତି ହୋଇଯିବାହେତୁ ନାଳୀର ମୁହଁ ବନ୍ଦ ହୋଇଯାଇଛି
							
ఇతర భాషల్లోకి అనువాదం :
అర్థం : ଏହି ବଡ଼ ନଳା ଯେଉଁଥିରେ ବର୍ଷା ପାଣି ବା ମଇଳା ପାଣିଆଦି ପ୍ରବାହିତ ହୁଏ
							ఉదాహరణ : 
							ଏହି ନଳାର ପାଣି ସହରଠାରୁ ଦୂରରେ ଏକ ନଦୀରେ ଯାଇପଡ଼ିଛି
							
పర్యాయపదాలు : ନାଳ
ఇతర భాషల్లోకి అనువాదం :