అర్థం : ଗୋଟିଏ ବୈଦିକ ଛନ୍ଦ
							ఉదాహరణ : 
							ପଂକ୍ତିରେ ଚାଳିସଟି ବର୍ଣ୍ଣ ଥାଏ
							
ఇతర భాషల్లోకి అనువాదం :
అర్థం : କୌଣସି କବିତା ବା ଗୀତରେ ଥିବା ଚରଣ ବା ପଦ
							ఉదాహరణ : 
							ସୀତା ସ୍ୱଲିଖିତ କବିତାର ଗୋଟିଏ ପଂକ୍ତି ଶୁଣାଇଲେ
							
ఇతర భాషల్లోకి అనువాదం :
అర్థం : ଲୋକ ବା ବାହନମାନଙ୍କର ଧାଡ଼ି ଯାହା କାହାକୁ ବା କିଛିପାଇଁ ଅପେକ୍ଷା କରିଛନ୍ତି
							ఉదాహరణ : 
							ଧାଡ଼ି ଭାଙ୍ଗି ଯାତ୍ରୀ ଭରୁଥିବା ଚାଳକକୁ ବହୁତ ମାଡ଼ ହେଲା
							
ఇతర భాషల్లోకి అనువాదం :
అర్థం : କୌଣସି ପଷ୍ଠା ବା କୌଣସି ବସ୍ତୁର ପର୍ଦ୍ଦାଆଦି ଉପରେ ସିଧାରେ ଲେଖାହୋଇଥିବା ଲେଖା
							ఉదాహరణ : 
							ଉଦାହରଣ ନିମନ୍ତେ ଆପଣ ପଞ୍ଚମ ପଂକ୍ତି ଦେଖନ୍ତୁ
							
ఇతర భాషల్లోకి అనువాదం :
Text consisting of a row of words written across a page or computer screen.
The letter consisted of three short lines.అర్థం : ଗୋଟିଏ ବର୍ଣ୍ଣବୃତ୍ତ
							ఉదాహరణ : 
							ପଂକ୍ତିରେ ପ୍ରତ୍ୟେକ ପାଦରେ ଗୋଟିଏ ଭଗଣ ଏବଂ ଶେଷରେ ଦୁଇଟି ଗୁରୁ ହୋଇଥାଏ
							
ఇతర భాషల్లోకి అనువాదం :