అర్థం : ଅନୁଭବ କରାଇବା
							ఉదాహరణ : 
							ଭାଗ୍ୟ ଆମକୁ ବହୁତ ଖରାପ ଦିନ ଦେଖାଏ
							
పర్యాయపదాలు : ଅନୁଭବ କରାଇବା, ଦେଖାଇବା
ఇతర భాషల్లోకి అనువాదం :
అర్థం : କାହା ସହିତ କୌଣସି ସ୍ଥାନ ପର୍ଯ୍ୟନ୍ତ ଯିବାକୁ ପଡ଼େ କାରଣ ରାସ୍ତାରେ ତା ଉପରେ କୌଣସି ବିପତ୍ତି ଆସିବ ନାହିଁ
							ఉదాహరణ : 
							ହଜିଯାଇଥିବା ଛୁଆକୁ ମୁଁ ତାଙ୍କ ଘର ପର୍ଯ୍ୟନ୍ତ ପହଞ୍ଚାଇଲି
							
ఇతర భాషల్లోకి అనువాదం :
అర్థం : କୌଣସି ବିଷୟରେ କାହାକୁ ବରାବର କରିଦେବା
							ఉదాహరణ : 
							ମୋ ବାପା ମୋତେ ପଢ଼ାଲେଖା କରି ଏହି ପର୍ଯ୍ୟନ୍ତ ପହଞ୍ଚାଇଛନ୍ତି
							
పర్యాయపదాలు : ପହଞ୍ଚେଇବା
ఇతర భాషల్లోకి అనువాదం :
Cause to come into a particular state or condition.
Long hard years of on the job training had brought them to their competence.అర్థం : ଏପରି କରିବା ଯେପରିଁ କୌଣସି ବସ୍ତୁ ବା ବ୍ୟକ୍ତି ଗୋଟିଏ ସ୍ଥାନରୁ ଚାଲିକରି ଅନ୍ୟ ଏକ ସ୍ଥାନକୁ ଆସିଯିବ
							ఉదాహరణ : 
							ମୁଁ ଆପଣଙ୍କ ଜିନିଷ ଯଥା ସ୍ଥାନରେ ପହଞ୍ଚାଇ ଦେଲି ମୁଁ ପ୍ରଥମେ ଜେଜେଙ୍କୁ ଘରେ ଛାଡ଼ିବି ତାପରେ ଆସିବି
							
పర్యాయపదాలు : ଛାଡ଼ିକି ଆସିବା
ఇతర భాషల్లోకి అనువాదం :