అర్థం : ଯେ ସବୁବେଳେ ଉନ୍ନତି କରି ଆଗକୁ ବଢ଼ୁଥାଏ
							ఉదాహరణ : 
							ଅଗ୍ରଗାମୀ ବ୍ୟକ୍ତି ସମାଜକୁ ଗୋଟିଏ ନୂଆ ଦିଗ ଦେଖାଇଥାଏ
							
పర్యాయపదాలు : ଅଗ୍ରଗାମୀ
అర్థం : ପ୍ରଗତି କରିଲାବାଲା
							ఉదాహరణ : 
							ପ୍ରଗତିକର୍ତ୍ତା ବ୍ୟକ୍ତି ସମସ୍ୟା ସହିତ ସଂଗ୍ରାମ କରି ପ୍ରଗତି ପଥରେ ଅଗ୍ରସର ହୋଇଥାନ୍ତି
							
పర్యాయపదాలు : ଅଗ୍ରଗାମୀ, ପ୍ରଗତିକର୍ତ୍ତା, ପ୍ରଗତିଶୀଳ
ఇతర భాషల్లోకి అనువాదం :
प्रगति करनेवाला या जो बराबर उन्नति करता हुआ आगे बढ़ता हो।
प्रगतिशील व्यक्ति समस्याओं से जूझते हुए प्रगति पथ पर अग्रसर रहते हैं।