అర్థం : କାହାରି ଅନୁରୂପ ତିଆରି ହୋଇଥିବା ଅବିକଳ ମୂର୍ତ୍ତି
							ఉదాహరణ : 
							ଗୋଟିଏ ଛାଞ୍ଚରେ ବହୁତଗୁଡ଼ିଏ  ପ୍ରତିମୂର୍ତ୍ତି ତିଆରି ହୁଏ
							
పర్యాయపదాలు : ଅନୁରୂପକ
ఇతర భాషల్లోకి అనువాదం :
किसी के अनुरूप ज्यों की त्यों बनी हुई मूर्ति।
एक साँचे से कई प्रतिमूर्तियाँ बनती हैं।అర్థం : କୌଣସି ଦେବୀ ବା ଦେବତାଙ୍କର ମୂର୍ତ୍ତି
							ఉదాహరణ : 
							ଆଜି ମନ୍ଦିରରେ ପ୍ରତିମା ପ୍ରତିଷ୍ଠା କରାଯିବ
							
పర్యాయపదాలు : ଦେବପ୍ରତିମା, ପ୍ରତିମା, ବିଗ୍ରହ, ମୂର୍ତ୍ତି
ఇతర భాషల్లోకి అనువాదం :
A material effigy that is worshipped.
Thou shalt not make unto thee any graven image.