అర్థం : ଯେଉଁ ସ୍ତ୍ରୀଲୋକକୁ କେହି ଭଗାଇ ନେଇଯାଏ
							ఉదాహరణ : 
							ପ୍ରଣୟୀ ସହ ପଳାୟିତାକୁ ସମାଜରେ ସମ୍ମାନ ମିଳେନାହିଁ
							
పర్యాయపదాలు : ପଳାୟିତା, ପ୍ରଣୟୀ ସହ ପଳାୟିତା
ఇతర భాషల్లోకి అనువాదం :
అర్థం : ପଳାଇ ଯାଇଥିବା
							ఉదాహరణ : 
							ପୋଲିସ ଫେରାର ଅପରାଧୀମାନଙ୍କୁ ଅନ୍ୱେଷଣ କରୁଛି  ପୋଲିସ ଗ୍ରାହକମାନଙ୍କଠାରୁ ପଇସା ନେଇ ଚମ୍ପଟ ହୋଇଥିବା ବ୍ୟକ୍ତିଙ୍କୁ ଅନ୍ୱେଷଣ କରୁଛି
							
పర్యాయపదాలు : ଚମ୍ପଟ, ପଳାୟମାନ, ପଳାୟିତ
ఇతర భాషల్లోకి అనువాదం :
Having escaped, especially from confinement.
A convict still at large.