అర్థం : ପୋଡ଼ିଗଲାପରେ ଚମଡ଼ାରେ ହେଉଥିବା ପାଣି-ଭରା ଫୁଲା
							ఉదాహరణ : 
							ପୋଡ଼ି ଯାଇଥିବାରୁ ମୋହନର ଶରୀରରେ ଫୋଟକା ହୋଇଗଲା
							
ఇతర భాషల్లోకి అనువాదం :
అర్థం : ଚମଡ଼ା ଜୋତା ଘଷି ହେବା ଫଳରେ ହେଉଥିବା ଘାଆ
							ఉదాహరణ : 
							ମୋ ଡାହାଣ ପାଦରେ ଫୋଟକା ହୋଇଛି
							
ఇతర భాషల్లోకి అనువాదం :
అర్థం : ବାରୁଦ, ଗନ୍ଧକ, ଏକ ପ୍ରକାର କ୍ଷାର ଆଦି ମିଶ୍ରଣରେ ତିଆରି ହେଉଥିବା ଚକ୍ର, ଅନାର, ଫୋଟକା ଯାହାକୁ ଜଳେଇଲା ପରେ ରଙ୍ଗବେରଙ୍ଗ ନିଆଁ ବାହାରେ ଓ ଶବ୍ଦ ମଧ୍ୟ ହୁଏ
							ఉదాహరణ : 
							ଆମେ ଦିପାବଳୀ ଦିନ ବାଣ ଫୁଟାଉ
							
ఇతర భాషల్లోకి అనువాదం :
Firework consisting of a small explosive charge and fuse in a heavy paper casing.
banger, cracker, firecrackerఅర్థం : ଶରୀର ଉପରେ ହୋଇଥିବା କୌଣସି ଛୋଟ ଗୋଲାକାର ଫୁଲା
							ఉదాహరణ : 
							ପିଲାଟି ମୁଁହରେ ବସନ୍ତ ଫୋଟକା ହୋଇଛି
							
ఇతర భాషల్లోకి అనువాదం :