అర్థం : ନଦୀ ପାରହେବାପାଇଁ ତିଆରି କରାଯାଇଥିବା କାଠ କିମ୍ବା ଖମ୍ବଯୁକ୍ତ ସିମେଣ୍ଟ ରାସ୍ତା
							ఉదాహరణ : 
							ନଦୀଗୁଡିକ ଉପରେ ଜାଗା ଜାଗାରେ ପୋଲ ତିଆରି କରାଯାଉଛି
							
ఇతర భాషల్లోకి అనువాదం :
అర్థం : ନଦୀକୂଳରେ ଗଢା ହେଉଥିବା ବନ୍ଧ
							ఉదాహరణ : 
							କୃଷକ ନିଜର କ୍ଷେତରେ  ଜଳସେଚନ ପାଇଁ ବନ୍ଧ ବାନ୍ଧୁଛି
							
ఇతర భాషల్లోకి అనువాదం :
అర్థం : ପାଣିକୁ ରୋକିବା ପାଇଁ ଅବା ପାଚେରୀକୁ ଟାଣ ରଖିବା ପାଇଁ ଏହାକୁ ଲଗାଇ ରଖାଯାଇଥିବା ଇଟା,ପଥର,ମାଟିର ଢେର
							ఉదాహరణ : 
							ବନ୍ୟାରେ  ବନ୍ଧ ବି ଧୋଇଗଲା
							
ఇతర భాషల్లోకి అనువాదం :
A long artificial mound of stone or earth. Built to hold back water or to support a road or as protection.
embankmentఅర్థం : ନଦୀ ବା ଜଳାଶୟର ଜଳ ଅଟକାଇବାପାଇଁ ତାହାର ଧାରେଧାରେ ମାଟି କିମ୍ବା ପଥର ଆଦିର ରଚନା
							ఉదాహరణ : 
							ନଦୀରେ ବନ୍ଧ ପକାଇ ବିଜୁଳୀ ଶକ୍ତି ଉତ୍ପନ୍ନ କରାଯାଏ
							
ఇతర భాషల్లోకి అనువాదం :