అర్థం : କୌଣସି ବିଷୟ ବିଶେଷତଃ ଜଡ଼ ପଦାର୍ଥ ଓ ଲୌକିକ ବିଷୟ ସଂପର୍କିତ କଥା ଓ ତତ୍ତ୍ୱର ଯେଉଁ ବିବେଚନା ଏକ ସ୍ୱତନ୍ତ୍ର ଶାସ୍ତ୍ର ରୂପରେ ଥାଏ
							ఉదాహరణ : 
							ରାମ ରାଜନୀତି ବିଜ୍ଞାନ ଅଧ୍ୟୟନ କରିଛି ରାହୁଳ ଆଜିକାଲି ଜ୍ୟୋତିଷ ବିଦ୍ୟା ଅଧ୍ୟୟନ କରୁଛି
							
పర్యాయపదాలు : ବିଜ୍ଞାନ, ଶାସ୍ତ୍ର
ఇతర భాషల్లోకి అనువాదం :
A particular branch of scientific knowledge.
The science of genetics.అర్థం : ଆର୍ଯ୍ୟା ଛନ୍ଦର ଗୋଟିଏ ଭେଦ
							ఉదాహరణ : 
							ବିଦ୍ୟାରେ ତେଇଶ ଗୁରୁ ଏବଂ ଏଗାରଟି ଲଘୁ ମାତ୍ରା ଅଛି
							
ఇతర భాషల్లోకి అనువాదం :
అర్థం : ଶିକ୍ଷା ଆଦିଦ୍ୱାରା ମିଳୁଥିବା ଜ୍ଞାନ
							ఉదాహరణ : 
							ପ୍ରାଚୀନ କାଳରେ କାଶୀକୁ ବିଦ୍ୟାର କେନ୍ଦ୍ର ରୂପେ ବିବେଚନା କରାଯାଉଥିଲା
							
ఇతర భాషల్లోకి అనువాదం :
An ability that has been acquired by training.
accomplishment, acquirement, acquisition, attainment, skillఅర్థం : କୌଣସି କାର୍ଯ୍ୟକୁ ଭଲରେ କରିବାର କୌଶଳ ବିଶେଷତଃ ଏପରି କାର୍ଯ୍ୟ ଯାହାର ପୂର୍ଣ୍ଣାଙ୍ଗ ନିମନ୍ତେ ଜ୍ଞାନ ବ୍ୟତୀତ କୌଶଳ ଓ ଅଭ୍ୟାସ ଆବଶ୍ୟକତା ପଡ଼େ
							ఉదాహరణ : 
							ତାଙ୍କ କଳାକୁ ସମସ୍ତେ ମାନନ୍ତି
							
ఇతర భాషల్లోకి అనువాదం :
అర్థం : ମୋକ୍ଷ ପ୍ରାପ୍ତି ବା ପରମ-ପୁରୁଷାର୍ଥଙ୍କୁ ସିଦ୍ଧି କରିବାର ଜ୍ଞାନ
							ఉదాహరణ : 
							ବିଦ୍ୟା ଅଭାବରେ ଜୀବ ଜନ୍ମ-ମରଣର ଆବର୍ତ୍ତରେ ପଡିରହିଥାଏ
							
ఇతర భాషల్లోకి అనువాదం :
मोक्ष की प्राप्ति या परम-पुरुषार्थ की सिद्धि करने वाला ज्ञान।
विद्या के अभाव में जीव जन्म-मरण के फेरे में पड़ा रहता है।