అర్థం : ଯାହା କଲେ ଲାଭ ହୁଏନାହିଁ
							ఉదాహరణ : 
							ବେକାର କାମ କରିବା  କେବଳ ମୂର୍ଖତା ହିଁ ହେବ
							
ఇతర భాషల్లోకి అనువాదం :
Having no beneficial use or incapable of functioning usefully.
A kitchen full of useless gadgets.అర్థం : ଯାହା ଉପଯୋଗୀ ନୁହେଁ ବା କୌଣସି ବ୍ୟବହାରରେ ଆସେ ନାହିଁ
							ఉదాహరణ : 
							ଏହା ଆପଣଙ୍କପାଇଁ ଅନୁପଯୋଗୀ ବସ୍ତୁ  ଅନୁପଯୋଗୀ କଥାରେ ସମୟ ନଷ୍ଟ କରନାହିଁ
							
పర్యాయపదాలు : ଅକାରଣ, ଅନାବଶ୍ୟକ, ଅନୁପଯୋଗୀ, ଉପଯୋଗହୀନ, ନିରର୍ଥକ, ଫାଲତୁ, ବ୍ୟର୍ଥ
ఇతర భాషల్లోకి అనువాదం :
जो उपयोगी न हो या किसी उपयोग में न आए।
यह आपके लिए अनुपयोगी वस्तु है।Having no beneficial use or incapable of functioning usefully.
A kitchen full of useless gadgets.అర్థం : ବିନା କାରଣରେ
							ఉదాహరణ : 
							ଅକାରଣ ଚିନ୍ତାକଲେ କି ଲାଭ
							
ఇతర భాషల్లోకి అనువాదం :
Having no justifying cause or reason.
A senseless, causeless murder.అర్థం : ଯାହା ହାତରେ ଜୀବିକା ନିର୍ବାହ କରିବାପାଇଁ କୌଣସି କାମଧନ୍ଦା ନଥାଏ
							ఉదాహరణ : 
							ଆଜିକାଲି ବହୁତ ଯୁବକ ବେକାର ଅଛନ୍ତି
							
పర్యాయపదాలు : ଜୀବିକାହୀନ, ବେରୋଜଗାର
ఇతర భాషల్లోకి అనువాదం :
जिसके हाथ में जीविका-निर्वाह के लिए कोई काम-धंधा न हो।
आजकल बहुत सारे युवक बेरोज़गार हैं।Not having a job.
Idle carpenters.అర్థం : ଯେ କିଛି କାମ କରେ ନାହିଁ
							ఉదాహరణ : 
							କର୍ମହୀନ ବ୍ୟକ୍ତିକୁ ସମସ୍ତେ ଗାଳିଦିଅନ୍ତି
							
పర్యాయపదాలు : ଅକର୍ମା, କର୍ମହୀନ, ନିକମା
ఇతర భాషల్లోకి అనువాదం :
व्यवसाय या उद्यम न करनेवाला।
निकम्मे व्यक्ति को सभी कोसते हैं।