అర్థం : ଯେଉଁ ମାରପିଟରେ ଟାଣିବା ବା ଠେଲିବାପାଇଁ ହାତ, ଗୋଡ଼ ଦୁଇଟିର ପ୍ରୟୋଗ କରାଯାଏ
							ఉదాహరణ : 
							ସେ ଦୁଇଜଣଙ୍କ ମଧ୍ୟରେ ହାତାହାତି ହୋଇଗଲା
							
పర్యాయపదాలు : ମରାମରି, ମାରଧର, ହାତାହାତି
ఇతర భాషల్లోకి అనువాదం :
वह मारपीट जिसमें खींचने या ढकेलने के लिए हाथ,पैर दोनों का प्रयोग किया जाता है।
उन दोनों में खूब हाथापाई हुई।అర్థం : ମାରପିଟ କରିବାର ପ୍ରକ୍ରିୟା ବା ଭାବ
							ఉదాహరణ : 
							ନିର୍ବାଚନ ସମୟରେ ବହୁତ ମାରପିଟ ହୁଏ
							
పర్యాయపదాలు : ପିଟାପିଟି, ବାଡ଼ିଆପିଟା, ବାଡ଼ିଆବାଡ଼ି
ఇతర భాషల్లోకి అనువాదం :
मारपीट करने की क्रिया या भाव।
चुनाव के समय बहुत मार-पीट होती है।