అర్థం : ଆଘାତ ବା ମୋଡ଼ିହେବା କ୍ରିୟା ବା ଭାବ
							ఉదాహరణ : 
							ମୁଁ ଆଘାତ ଯୋଗୁ ବେକ ବୁଲେଇପାରୁନାହିଁ
							
పర్యాయపదాలు : ଆଘାତ, ଖୁଞ୍ଚିହେବା
ఇతర భాషల్లోకి అనువాదం :
అర్థం : ମୋଡ଼ିବାର କାମ
							ఉదాహరణ : 
							ମୋଡ଼ିହେବାଯୋଗୁଁ ମୋ ହାତ ଦରଜ ହୋଇଛି
							
పర్యాయపదాలు : ମୋଡ଼ିବା
ఇతర భాషల్లోకి అనువాదం :
అర్థం : ଶୁଖିକରି ସଙ୍କୁଚିତ ତଥା କଡ଼ା ହୋଇଯିବା
							ఉదాహరణ : 
							ଖରାରେ ଶୁଖାଇଲେ ଜିନିଷ ମୋଡ଼ି ହୋଇଯାଏ
							
ఇతర భాషల్లోకి అనువాదం :
Wither, as with a loss of moisture.
The fruit dried and shriveled.