అర్థం : ନିଜ ସ୍ୱାମୀଙ୍କ ମୃତଦେହ ସହିତ ଚିତାରେ ଝାସ ଦେଉଥିବା ସ୍ତ୍ରୀ
							ఉదాహరణ : 
							ମୋଗଲ ସମୟରେ ଅଧିକାଂଶ କ୍ଷତ୍ରିୟ ସ୍ତ୍ରୀ ନିଜ ସ୍ୱାମୀଙ୍କ ମୃତ୍ୟପରେ ନିଜେ ସତୀ ହୋଇଯାଉଥିଲେ
							
ఇతర భాషల్లోకి అనువాదం :
అర్థం : ଯେଉଁ ସ୍ତ୍ରୀ ନିଜ ପତି ପ୍ରତି ଅନନ୍ୟ ଅନୁରାଗ ପ୍ରଦର୍ଶନ କରେ ଓ ତାର ସମ୍ପୂର୍ଣ୍ଣ ସେବା କରେ
							ఉదాహరణ : 
							ସୁଲୋଚନା ପତିବ୍ରତା ନାରୀ ଥିଲେ
							
పర్యాయపదాలు : ପତିପରାୟଣା, ପତିବ୍ରତା
ఇతర భాషల్లోకి అనువాదం :
Not having sexual relations with anyone except your husband or wife, or your boyfriend or girlfriend.
He remained faithful to his wife.