అర్థం : ଜଣ ସାଧାରଣଙ୍କ ହିତ ଅଥବା ଉପକାରପାଇଁ ସେବାମୂଳକଭାବେ କରାଯାଉଥିବା କାମ
							ఉదాహరణ : 
							ମଦର ଟେରେସା ତାଙ୍କ ସାରା ଜୀବନ ମାନବସେବାରେ ବିତେଇଲେ
							
పర్యాయపదాలు : ଜନସେବା, ମାନବସେବା, ଲୋକସେବା
ఇతర భాషల్లోకి అనువాదం :
An organized activity to improve the condition of disadvantaged people in society.
social service, welfare workఅర్థం : ରାଜ୍ୟର ସେବା ବା ଚାକିରୀ ଯାହା ବସ୍ତୁତଃ ଜନସାଧାରଣଙ୍କ ହିତପାଇଁ ହୋଇଥାଏ
							ఉదాహరణ : 
							ପୋଲିସ, ନ୍ୟାୟାଧୀଶ ଆଦିଙ୍କୁ ଲୋକସେବାପାଇଁ ନିଯୁକ୍ତ କରାଯାଏ
							
పర్యాయపదాలు : ଜନସେବା, ମାନବସେବା, ଲୋକସେବା
ఇతర భాషల్లోకి అనువాదం :
Employment within a government system (especially in the civil service).
public serviceఅర్థం : ସମାଜରେ କରାଯାଉଥିବା ସେବା
							ఉదాహరణ : 
							ସମାଜ ସେବା କରୁଥିବା ଲୋକମାନଙ୍କ ପ୍ରତି ମୋର ହାର୍ଦିକ ଶ୍ରଦ୍ଧା ରହିଛି
							
పర్యాయపదాలు : ସମାଜ ସେବା
ఇతర భాషల్లోకి అనువాదం :
An organized activity to improve the condition of disadvantaged people in society.
social service, welfare work