అర్థం : ଯୋଗ ସାଧନର ଚରମାବସ୍ଥା
							ఉదాహరణ : 
							ସନ୍ଥ ସମାଧିରେ ଲୀନ ହୋଇଛନ୍ତି
							
పర్యాయపదాలు : ଧ୍ୟାନାବସ୍ଥା
ఇతర భాషల్లోకి అనువాదం :
అర్థం : ଯେଉଁ ସ୍ଥାନରେ କୌଣସି ପ୍ରସିଦ୍ଧ ବ୍ୟକ୍ତିଙ୍କ ମୃତ ଶରୀର ବା ଅସ୍ଥିଆଦି ପୋତା ହୋଇଥାଏ
							ఉదాహరణ : 
							ରାଜଘାଟରେ ଗାନ୍ଧୀଜୀଙ୍କ ସମାଧି ଅଛି
							
ఇతర భాషల్లోకి అనువాదం :
वह स्थान जहाँ किसी (विशेषकर प्रसिद्ध व्यक्ति) का मृत शरीर या अस्थियाँ आदि गाड़ी गई हों।
राजघाट में गाँधीजी की समाधि है।అర్థం : ଶବ ଆଦିକୁ ମାଟିତଳେ ପୋତିବାର ପ୍ରକ୍ରିୟା
							ఉదాహరణ : 
							ଅପରାଧୀ ଶବକୁ ଘର ଭିତରେ ହିଁ ସମାଧି ଦେଇଥିଲା
							
పర్యాయపదాలు : କବର
ఇతర భాషల్లోకి అనువాదం :
అర్థం : ଋଷି, ସନ୍ଥମାନଙ୍କର ସେହି ଅବସ୍ଥା ଯେଉଁଥିରେ ସେମାନଙ୍କ ସଜ୍ଞା ବା ଚେତନା ନଷ୍ଟ ହୋଇଯାଏ ଏବଂ ସେମାନେ ପ୍ରାଣ ତ୍ୟାଗ କରନ୍ତି
							ఉదాహరణ : 
							ମହର୍ଷି ଦଧିଚି ଦେବତାଙ୍କ କଲ୍ୟାଣପାଇଁ ସମାଧି ନେଇଥିଲେ
							
ఇతర భాషల్లోకి అనువాదం :
ऋषियों, संतों आदि की वह अवस्था जिसमें उनकी संज्ञा या चेतना नष्ट हो जाती है और वे अपने प्राण का त्याग कर देते हैं।
महर्षि दधिचि ने देव कल्याण हेतु समाधि ले ली थी।