అర్థం : ଗତିଶୀଳ ଭିଡ଼ ବା ଚାଲୁଥିବା ଅବସ୍ଥାର ଭିଡ଼ ଯାହା କେଉଁଠାରୁ ଆସୁଥାଏ ବା ଯାଉଥାଏ
							ఉదాహరణ : 
							ଲୋକମାନଙ୍କ ଦଳର ଆଗେଆଗେ ଜଣେ ଯୁବକ ଚାଲୁଥିଲା
							
ఇతర భాషల్లోకి అనువాదం :
అర్థం : ସାମାନ୍ୟ ଧର୍ମ ଅଥବା ସ୍ୱରୂପଯୁକ୍ତ ପଦାର୍ଥଆଦିର ସମୂହ
							ఉదాహరణ : 
							ଅର୍ଥର ଆଧାର ଉପରେ ଏହି ଶବ୍ଦଗୁଡ଼ିକୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି  ଦରବୃଦ୍ଧି କାରଣରୁ ସବୁ ବର୍ଗର ଲୋକେ ହଇରାଣ ହୁଅନ୍ତି
							
పర్యాయపదాలు : ବର୍ଗ, ଶ୍ରେଣୀ, ସମୁଦାୟ
ఇతర భాషల్లోకి అనువాదం :
A general concept that marks divisions or coordinations in a conceptual scheme.
categoryఅర్థం : ଗୋଟିଏରୁ ଅଧିକ ବ୍ୟକ୍ତି
							ఉదాహరణ : 
							ଲୋକଙ୍କ ମଙ୍ଗଳପାଇଁ କାମ କରିବା ଉଚିତ୍
							
పర్యాయపదాలు : ଗଣ, ଜନଗଣ, ଜନମାନବ, ଲୋକ
ఇతర భాషల్లోకి అనువాదం :
The common people generally.
Separate the warriors from the mass.అర్థం : ଏକ ସ୍ଥାନରେ ଉପସ୍ଥିତ ବା ଏକରୁ ଅଧିକ ଲୋକ, ପଶୁ ଯାହାଙ୍କୁ ଏକ ଏକକ ରୂପେ ଗ୍ରହଣ କରାଯାଏ
							ఉదాహరణ : 
							ଚାଷଜମିକୁ ପଶୁଗୋଠ ନଷ୍ଟଭ୍ରଷ୍ଟ କରିଦେଉଛି
							
పర్యాయపదాలు : ଗଣ, ଗୋଠ, ଦଳ, ପଲ, ବୃନ୍ଦ, ଯୂଥ, ସମୁଦାୟ
ఇతర భాషల్లోకి అనువాదం :
एक स्थान पर उपस्थित एक से अधिक मनुष्य, पशु आदि जो एक इकाई के रूप में माने जाएँ।
खेतों को पशुओं का समुदाय तहस-नहस कर रहा है।A large indefinite number.
A battalion of ants.