అర్థం : ଦଉଡ଼ି ବା ଡୋରର ଅନେକ ତାରମଧ୍ୟରୁ ଏକ
							ఉదాహరణ : 
							କୂଅରୁ ପାଣି କାଢ଼ିବା ସମୟରେ ଦଉଡ଼ିର ଏକ ଖିଅ  ଛିଡ଼ିଗଲା
							
పర్యాయపదాలు : ଖିଅ
ఇతర భాషల్లోకి అనువాదం :
అర్థం : ଲୋକମାନଙ୍କ ଯାତାୟତରେ ଜଙ୍ଗଲ ବା ଖେତରେ ତିଆରି ହୋଇ ଯାଉଥିବା ପତଳା ରାସ୍ତା
							ఉదాహరణ : 
							ସେ ନିଜ ସ୍ୱାମୀଙ୍କ ନିମନ୍ତେ ଡଗରରେ ଖାଦ୍ୟ ନେଇ ଯାଉଥିଲା
							
పర్యాయపదాలు : ଡଗର, ପାଦଚଲା ରାସ୍ତା
ఇతర భాషల్లోకి అనువాదం :