అర్థం : ଯାହା ସାରହୀନ ବା ଯେଉଁଥିରେ କିଛି କାମଯୋଗ୍ୟ କଥା ବା ବସ୍ତୁ ନ ଥାଏ
							ఉదాహరణ : 
							ସାରହୀନ ଗ୍ରନ୍ଥଗୁଡ଼ିକ ଅଧ୍ୟୟନ କଲେ କଣ ଲାଭ ମିଳିବ?
							
ఇతర భాషల్లోకి అనువాదం :
అర్థం : ଯାହାର କୌଣସି ଅର୍ଥ ନାହିଁ
							ఉదాహరణ : 
							ତୁମର ଏହି ଅର୍ଥହୀନ ପ୍ରଶ୍ନପାଇଁ ମୋ ପାଖରେ କୌଣସି ଉତ୍ତର ନାହିଁ
							
పర్యాయపదాలు : ଅନର୍ଥକ, ଅର୍ଥଶୂନ୍ୟ, ଅର୍ଥହୀନ, ନିରର୍ଥକ, ବୃଥା
ఇతర భాషల్లోకి అనువాదం :
Having no meaning or direction or purpose.
A meaningless endeavor.