అర్థం : ଯାହାକୁ ଅଧିକାର ମିଳିଛି
							ఉదాహరణ : 
							ସରକାରଙ୍କ ପ୍ରାଧିକୃତ ନୀତିକୁ କାର୍ଯ୍ୟକାରୀ କରାଯିବା ଆବଶ୍ୟକ
							
పర్యాయపదాలు : କ୍ଷମତାପ୍ରାପ୍ତ, ପ୍ରାଧିକୃତ
ఇతర భాషల్లోకి అనువాదం :
Sanctioned by established authority.
An authoritative communique.అర్థం : ଯାହାକୁ ଅଧିଗ୍ରହଣ କରାଯାଇଛି
							ఉదాహరణ : 
							ସରକାର ଅଧିଗୃହୀତ ଜମି ଫେରସ୍ତ ଦେବାପାଇଁ କହିଛନ୍ତି
							
పర్యాయపదాలు : ଅଧିଗୃହୀତ
ఇతర భాషల్లోకి అనువాదం :
అర్థం : ଯାହାକୁ କୌଣସି କାମ କରିବାର ଅଧିକାର ବା ସତ୍ତ୍ୱ୍ ଦିଆଯାଇଛି
							ఉదాహరణ : 
							ଏହି କାମ କରିବାପାଇଁ ପ୍ରବନ୍ଧକ ମୋତେ ଅଧିକାରଭୁକ୍ତ କରିଛନ୍ତି
							
పర్యాయపదాలు : ଅଧିକାରଭୁକ୍ତ
ఇతర భాషల్లోకి అనువాదం :
Given official approval to act.
An accredited college.