అర్థం : ଯେଉଁ ବ୍ୟକ୍ତିକୁ ପାଳନପୋଷଣ କରିବାପାଇଁ କେହି ନ ଥାନ୍ତି
							ఉదాహరణ : 
							ଏଠାରେ ଅନାଥମାନଙ୍କୁ ଶରଣ ଦିଆଯାଏ
							
ఇతర భాషల్లోకి అనువాదం :
Someone or something who lacks support or care or supervision.
orphanఅర్థం : ଯାହାର କେହି ସାହାରା ନାହାନ୍ତି
							ఉదాహరణ : 
							ସୁରେନ୍ଦ୍ରବାବୁ ଅସହାୟ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିଆସୁଛନ୍ତି
							
పర్యాయపదాలు : ଅବଲମ୍ବନହୀନ, ଅସହାୟ, ନିଃସହାୟ
ఇతర భాషల్లోకి అనువాదం :
Lacking help.
unassistedఅర్థం : ଯାହାର ଦାୟିତ୍ୱ ନେବାକୁ କେହି ନାହାନ୍ତି
							ఉదాహరణ : 
							ଅନାଥ ବ୍ୟକ୍ତିଟି ଆଶ୍ରୟ ପାଇଁ ଏଣେ ତେଣେ ବୁଲୁଥିଲା
							
పర్యాయపదాలు : ବେସାହାରା
ఇతర భాషల్లోకి అనువాదం :
Having no lord or master.
Harsh punishments for sturdy vagabonds and masterless men.అర్థం : ଯାହାର କେହି ମାଲିକ ନାହିଁ(ଜନ୍ତୁ)
							ఉదాహరణ : 
							ବାରବୁଲା କୁକୁରଙ୍କୁ ଖାସୁ କରାଗଲା
							
పర్యాయపదాలు : ବାରବୁଲା
ఇతర భాషల్లోకి అనువాదం :
అర్థం : ଯାହାର କେହି ପାଳନ-ପୋଷଣକାରୀ ନାହାନ୍ତି
							ఉదాహరణ : 
							ଶ୍ୟାମ ନିଜର ସାରା ଜୀବନ ଅନାଥ ଶିଶୁଙ୍କ ପାଳନପୋଷଣରେ ବିତାଇଦେଲା
							
పర్యాయపదాలు : ଅସହାୟ, ଆଶ୍ରୟହୀନ, ଛେଉଁଣ୍ଡ, ପିତୃମାତୃହୀନ
ఇతర భాషల్లోకి అనువాదం :