అర్థం : ଯାହାକୁ ଅନ୍ୟଠାରୁ ପ୍ରେରଣା ମିଳେ
							ఉదాహరణ : 
							ଗୁରୁଜୀ ରାମକୁ ପାଠ ପଢ଼ିବାପାଇଁ ଅନୁପ୍ରେରିତ କଲେ  ତାଙ୍କ ଆଦର୍ଶରେ ଅନୁପ୍ରାଣିତ ସମାଜ ଆଜି ଉନ୍ନତିର ଶିଖରରେ ପହଞ୍ଚିଛି
							
పర్యాయపదాలు : ଅନୁପ୍ରେରିତ, ପ୍ରବର୍ତିତ
ఇతర భాషల్లోకి అనువాదం :
जिसे दूसरे से प्रेरणा मिली हो।
गुरुजी ने राम को पढ़ने के लिए प्रेरित किया।అర్థం : ଯାହାକୁ ପ୍ରେରଣା ମିଳିଛି ବା ଦିଆଯାଇଛି
							ఉదాహరణ : 
							ତାଙ୍କ ଆଦର୍ଶଦ୍ୱାରା ଅନୁପ୍ରାଣିତ ସମାଜ ଆଜି ଉନ୍ନତିର ଶିଖରରେ ପହଞ୍ଚିଛି
							
ఇతర భాషల్లోకి అనువాదం :
जिसमें उत्प्रेरक का प्रयोग होता हो।
उत्प्रेरित क्रियाओं से रबर, वनस्पति घी आदि का निर्माण होता है।