అర్థం : କୌଣସି ବିଷୟ ସମ୍ବନ୍ଧୀୟ ତଥ୍ୟ ବାବଦରେ ପରୀକ୍ଷଣ କରିବାର କାମ
							ఉదాహరణ : 
							ତହସିଲଦାର ଗାଁକୁ ତଦନ୍ତ କରିବାପାଇଁ ଆସୁଛନ୍ତି  ଗଭୀର ଅନୁସଂଧାନ ପରେ ଆମେ ଏହି ନିଷ୍ପତ୍ତିରେ ପହଞ୍ଚିଛୁ
							
పర్యాయపదాలు : ଅନ୍ୱେଷଣ, ତଥ୍ୟାନ୍ୱେଷଣ, ତଦନ୍ତ
ఇతర భాషల్లోకి అనువాదం :
किसी विषय से संबंधित तथ्यों के बारे में छानबीन करने का काम।
तहसीलदार गाँवों की जाँच-पड़ताल करने आ रहे हैं।