సభ్యుడిగా అవ్వండి
పేజీ చిరునామా క్లిప్బోర్డ్కి కాపీ చేయబడింది.
అర్థం : ଯାହା ଛଡ଼ାଇ ନିଆଯାଏ
ఉదాహరణ : ଅପହୃତ ଧନଦ୍ୱାରା ତୁମକୁ ଅଧିକ ଦିନ ସୁଖ ମିଳିବ ନାହିଁ
ఇతర భాషల్లోకి అనువాదం :हिन्दी English
हरण किया हुआ या बलपूर्वक लिया हुआ।
Wrongfully emptied or stripped of anything of value.
అర్థం : ଚୋରି କରାଯାଇଥିବା
ఉదాహరణ : ଚୋରା ଧନ ସହିତ ଚୋର ଅଦୃଶ୍ୟ ହୋଇଗଲା
పర్యాయపదాలు : ଚୋରା, ଲୁଣ୍ଠିତ
ఇతర భాషల్లోకి అనువాదం :हिन्दी
चोरी किया हुआ।
అర్థం : ଯାହା ଲୁଟ୍ କରାଯାଇଛି
ఉదాహరణ : ଅପହୃତ ଧନକୁ ସେମାନେ ଗାତ ଖୋଳି ପୋତିଦେଲେ
लूटा हुआ।
అర్థం : ଯାହାଙ୍କର ଅପହରଣ କରାଯାଇଛି
ఉదాహరణ : ନିଜ ଚାଲାକି କାରଣରୁ ଗୋଟିଏ ଅପହୃତ ବାଳକ ଅପହରଣକାରୀଙ୍କ କବଳରୁ ପଳାଇଆସିପାରିଲା
పర్యాయపదాలు : ହରଣଚାଳକୃତ
जिसका अपहरण किया गया हो।
ఆప్ స్థాపించండి